ଜ୍ୟୋତି-ଝିଲିକ୍ଙ୍କୁ ଏକାଠି ଦେଖିବାକୁ ପାଇବେ ଆଉ ଏକ ଓଡିଆ ସିନେମାରେ !!...
ଓଲିଉଡ଼୍ରେ ଅନେକ ସମୟରେ ପ୍ରଯୋଜକ ଓ ନିର୍ଦ୍ଦେଶକମାନେ ନୂଆ ନୂଆ ଯୋଡ଼ି ବନାଇଛନ୍ତି,ପୁଣି ଆଉ କେତେବେଳେ,ପୁରୁଣା ଯୋଡ଼ିଙ୍କୁ ରିପିଟ୍ କରିଥା’ନ୍ତି। ଏବେ ପୁଣି ଏକ ପୁରୁଣା ଯୋଡ଼ିକୁ ରିପିଟ୍ କରାଯାଇଛି। ଅବଶ୍ୟ ଏହି ଯୋଡ଼ି ବେଶି ପୁରୁଣା ନୁହନ୍ତି।ଏହି ଯୋଡ଼ି ହେଲେ ଜ୍ୟୋତି-ଝିଲିକ୍।
ଏହି ଯୋଡ଼ିକୁ ଦର୍ଶକ ଗତବର୍ଷ ମୁକ୍ତିଲାଭ କରିଥିବା ଓଡ଼ିଆ ସିନେମା ‘ତୁ ମୋ’ ହିରୋ’ରେ ପ୍ରଥମଥର ପାଇଁ ଦେଖିବାକୁ ପାଇଥିଲେ।ଏଥିରେ ଜ୍ୟୋତି-ଝିଲିକ୍ ଯୋଡ଼ି ଅବଶ୍ୟ ଜମିଯାଇଥିଲା। ବିଶେଷ କରି ଫିଲ୍ମର ଟାଇଟଲ୍ ଗୀତରେ ଏହି ଯୋଡ଼ିଙ୍କର ଅନ୍ସ୍କ୍ରିନ୍ ରୋମାନ୍ସ ବେଶ୍ ପସନ୍ଦ ହୋଇଥିଲା।
ଏବେ ଦ୍ୱିତୀୟଥର ପାଇଁ ‘ଜ୍ୟୋତି-ଝିଲିକ୍’ଯୋଡ଼ି ଯେଉଁ ନୂଆ ସିନେମାରେ କାମ କରୁଛନ୍ତି,ତାହାର ଶୀର୍ଷକ ରହିଛି ‘ଓଲେ ଓଲେ ଦିଲ୍ ବୋଲେ’। ଏହା ବି ଏକ ରୋମାଣ୍ଟିକ୍ କମେଡ଼ି ବୋଲି କୁହାଯାଉଛି। ଜ୍ୟୋତି-ଝିଲିକ୍ଙ୍କ ବ୍ୟତିତ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କର ମଧ୍ୟ ଏକ ଗୁରୁତ୍ଵପୂର୍ଣ ଭୂମିକା ରହିଛି ଏହି ସିନେମାରେ । ତାଙ୍କୁ ଏହି ଭୂମିକରେ ଆପଣ ଗତ ୨୫ ବର୍ଷ ଭିତରେ କେବେ ଦେଖିନଥିବେ ।
ଏହାର ନିର୍ଦ୍ଦେଶନା ଦେଉଛନ୍ତି ନବାଗତ କୈଳାସ ମହାପାତ୍ର । ସଂପ୍ରତି ସୁଟିଂ ଚାଲିଥିବା ‘ଓଲେ ଓଲେ ଦିଲ୍ବୋଲେ’ରେ ଜ୍ୟୋତି-ଝିଲିକ୍ଙ୍କ ବ୍ୟତୀତ ସିଦ୍ଧାନ୍ତ ମହାପାତ୍ରଙ୍କୁ ମଧ୍ୟ ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ଏତଦ୍ବ୍ୟତୀତ ବିଜୟ ମହାନ୍ତି ଓ ଚୌଧୁରୀ ବିକାଶ ଦାସ ମଧ୍ୟ ଅଛନ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ।
ବିଭୂତି ଭୂଷଣ ଷଡ଼ଙ୍ଗୀଙ୍କ ପ୍ରଯୋଜିତ ଏହି ଓଡ଼ିଆ ସିନେମା କାହାଣୀ ନିରଞ୍ଜନ ରେଡ଼ିଙ୍କର ହୋଇଥିବାବେଳେ ସଂଳାପ ରଚନା କରିଛନ୍ତି ଅନ୍ତର୍ଯ୍ୟାମୀ ସରଘରିଆ ଓ ନିରଞ୍ଜନ ରେଡ଼ି। ପ୍ରେମ୍ ଆନନ୍ଦ ଏହି ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶକ। ତେବେ ଦ୍ୱିତୀୟ ଥରପାଇଁ ଜ୍ୟୋତି-ଝିଲିକ୍ ଯୋଡ଼ିଙ୍କର ଅନ୍ସ୍କ୍ରିନ୍ ରୋମାନ୍ସ ଦର୍ଶକଙ୍କ ଦ୍ୱାରା ଆଦୃତ ହେଉଛି କି ନା,ତାହା ଦେଖିବାକୁ ବାକି ଅଛି।
Visit - www.EnewsOdia.Com
LIKE | COMMENT | SHARE | SUBSCRIBE
👉 SUBSCRIBE For UNLIMITED ENTERTAINMENT!
► Subscribe to EnewsOdia : http://bit.ly/2olMcBz
► Like us on Facebook : https://www.facebook.com/EnewsOdia/
► Follow us on Twitter : https://twitter.com/EnewsOdia/
► Follow us on Instagram : http://bit.ly/2nY1b39
► Circle us on G+ : http://www.google.com/+ENewsOdiaOfficial
► Find us on Pinterest : http://pinterest.com/EnewsOdia
Odisha's No.1 Digital Media - #EnewsOdia

Ole Ole Dil Bole - Odia New Movie - Shooting Set Masti - Jyoti - Jhilik - Jyoti - HD Video mr gulua video download | |
690 Likes | 690 Dislikes |
214,112 views views | followers |
Entertainment | Upload TimePublished on 25 Jan 2018 |
Không có nhận xét nào:
Đăng nhận xét